ଜଗଜିଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - (ପ୍ରାଚୀନ) ବିଶେଷଣ - (ସଂସ୍କୃତ - ଜଗଜ୍ଜେତା) ସମ୍ପାଦନା

ଯେ ଜଗତକୁ ଜୟ କରି ପାରେ —One who can vanquish the whole world; victorious over the world.

ବିଶେଷ୍ୟ - ସମ୍ପାଦନା

ଜଗତକୁ ଜୟ କରିବା —Vanquishing the whole world; victory over the whole world.