ଛୁଆଁଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର)ବିଶେଷଣ - (ସମ. ଅଶୁଚି) ସମ୍ପାଦନା

୧. ଦୂଷିତ, ଅଶୁଚି — ୧. Contaminated; impure; unclean.
୨. ଅସ୍ପୃଶ୍ୟ —୨. Untouchable.

ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷଣ - ସ୍ତ୍ରୀ ସମ୍ପାଦନା

ଛୁଆଁଚୀ (ଦେଖ) - Chhuāñchī (See)

ପ୍ରାଦେଶିକ - (ବାଲେଶ୍ୱର; ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. ଅସ୍ପୃଶ୍ୟ ଅବସ୍ଥା — ୧. Untouchable condition
୨. ଅଶୁଚିତା —୨. Untouchableness.
୩. ସ୍ତ୍ରୀର ରାଜସ୍ୱଳା ହେବା ଅବସ୍ଥା — ୩. Menstruation of a woman.