ଛୁଆଁଚୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛୁଆଁଛୀ—ଅନ୍ୟରୂପ)

  • (file)

ପ୍ରାଦେଶିକ - (ବାଲେଶ୍ୱର, ସମ୍ୱଲପୁର) ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଅଶୁଚି; ଅସ୍ପୃଶ୍ୟ; ତୁଳ. ବଙ୍ଗାଳୀ - ଛୋୟାଁଚ୍ୟେ) ସମ୍ପାଦନା

୧. ଅଶୁଚି — ୧. Impure;untouchable; unclean.
୨. ଅସ୍ପୃଶ୍ୟା; ଋତୁମତୀ —୨. Menstruated

ଦେଶଜ - ବିଶେଷ୍ୟ - ସମ୍ପାଦନା

ଋତୁମତୀ ହେବା — Menstruation; appearance of menses.