ଛତୁ ନିକାଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛତୁ ଫଟାଇବା, ଛତୁ ଫଟେଇବା, ଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

ଛତୁ କରିବା (ଦେଖ) - Chhatu karibā (See)

[ଦ୍ରଷ୍ଟବ୍ୟ —ଏହି ବାକ୍ୟ ଧମକାଣରେ ବ୍ୟବହୃତ ହୁଏ ମୁଁ ତୋର ଛତୁ ନିକାଲିବି=ମୁଁ ତୋତେ ଏପରି ପ୍ରହାର ଦେବି ଯେ ତୁ ଛତୁ ପରି ଟିକି ଟିକି ହୋଇ ଯିବୁ]