ଛତୁ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛତୁବନାଇବା, ଛତୁବନେଇବା, ଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚୂର୍ଣ୍ଣବିଚୂର୍ଣ୍ଣ କରିବା; ଧ୍ୱଂସ କରିବା — ୧. To reduce into powder; to annihilate.
୨. ବହୁଟିକିଟିକି ଖଣ୍ଡରେ ବିଭକ୍ତ କରିବା —୨. To turn into hundreds of tiny bits.