ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଧାନଗଛର ଶୁଷ୍କ କାଣ୍ତ; ନଡା
  • ବେଣା
  • ଛଣପଟ; ଏକପ୍ରକାର ଝୋଟଛଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଖଡ଼; ଖେଟ ସମ୍ପାଦନା

୧. ଧାନଗଛର ଶୁଷ୍କ କାଣ୍ଡ; ନଡ଼ା ୧. Straw (of paddy plants).

[ଦ୍ରଷ୍ଟବ୍ୟ —ପୁରୀଜିଲ୍ଲାର ତଳମାଳ ଅଞ୍ଚଳରେ ଧାନଗଛକୁ ବାଡ଼େଇ ତହିଁରୁ ଧାନ କାଢ଼ି ନେବା ପରେ ଗଛର ଯେଉଁ ଅଂଶ ରହେ ତାହାକୁ 'ଛଣ' କହନ୍ତି ଏହା ନଡ଼ାଠାରୁ ଲମ୍ୱ ଧାନଗଛର ଅଗ କଟା ହୋଇ କେଣ୍ଡାମାନଙ୍କୁ ପୃଥକ୍ କଲା ପରେ ଯେଉଁ ଅଂଶ ରହେ ତାହାକୁ 'ନଡ଼ା' କହନ୍ତି ସାଧାରଣତଃ ନଡ଼ା ଓ ଛଣ ଏକ ଅର୍ଥରେ ବ୍ୟବହୃତ ହୋଇଥାଏ ବେଙ୍ଗଳା ପଡ଼ି ଅଳିଆ ତଳିଆ ହୋଇଯିବା ଛଣକୁ ପାଳ ବା କୁଟା କୁହାଯାଏ]

୨. ବେଣା —୨. Thatching reed.


ଅନୁବାଦ ସମ୍ପାଦନା

୩. (ସଂସ୍କୃତ - ଶଣ)—ଛଣପଟ; ଏକପ୍ରକାର ଝୋଟ — ୩. Flax (a fibrous plant.)