ଛକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛକେଇବା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଛକିବା (ଦେଖ) - ୧. Chhakibā (See)
୨. ଛକିବାର ଣିଜନ୍ତ ରୂପ — ୨. The causative from of Chhakibā.
୩. (ସଂସ୍କୃତ - ଶଙ୍କା) (ମନ) ଶଙ୍କାଯୁକ୍ତ ହୋଇ ଅସ୍ଥିର ହେବା; ଛକପକ ହେବା —୩. To be apprehensive; to become restless through apprehensive.