ଛକିବା
କ୍ରିୟା
ଅର୍ଥ : କାହାକୁ ବାଟରେ ଜଗିବାଛକିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଛକିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଛକରେ ଜଗିବା — ୧. To lie in wait or watch at cross roads.
- ୨. ଜଗିବା —୨. To watch.
- ୩. ଯୁକ୍ତ ବା ଗୁଣିତ ଚିହ୍ନର ଦାଗ ଅଙ୍କିତ କରିବା; ଛକ କାଟିବା —୩. To mark with a cross; to draw a cross.
- ୪. କୌଣସି ଲେଖା ଉପରେ ଛକ ଦେଇ କାଟି ଦେବା — ୪. To cross out or score though some written matter.
- ୫. ଶତ୍ରୁକୁ ବା ଶିକାରକୁ ଆକ୍ରମଣ କରିବା ନିମନ୍ତେ ଲୁଚି କରି ଜଗି ରହିବା —୫. To wait stealthily to attack an enemy or prey; to lie in ambush.
ସାକ୍ଷାତ ଅନଙ୍ଗ ପ୍ରାୟେ ସୂକ୍ଷ୍ମ କଟି ଛକି ଅନଙ୍ଗ କି ନାଚଇ ଧୂର୍ଜଟି ରାଧାନାଥ. ନନ୍ଦିକେଶ୍ୱରୀ
- ୬. ତାତିଲା ଲୁହାରେ ଦେହରେ ଏକାଧିକ ଦାଗ କରିବା — ୬. To mark the body with red-hot iron.
- ୭. ଦେହରେ ପ୍ରବାହଦ୍ୱାରା ଦାଗ କରିବା — ୭. To leave marks on the body of caning or beating.
- ୮. କଉଡ଼ି ବା ପଶାଖେଳରେ କଉଡ଼ି ବା ପଶାକାଠିରେ ଅଭିପ୍ରେତ ସାର ପଡ଼ିବା ଉଦ୍ଦେଶ୍ୟରେ କଉଡ଼ି ବା ପଶା କାଠିକୁ ହାତରେ କୌଶଳପୂର୍ବକ ଖଞ୍ଜ କରି ଧରିବା — ୮. To hold the Kauṟḍ̠is or dice inside the fist so as to bring out the desired throw.
[ଦ୍ରଷ୍ଟବ୍ୟ —ଛକ କରି କଉଡ଼ି ବା ପଶାକାଠିକୁ ଧରି ସାର ପକାଇବା ଅନ୍ୟାୟ ବୋଲି ବିବେଚିତ]