ଚୋଉକତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଚଉକତି (ଦେଖ) - Chaukati (See)

[ଦ୍ରଷ୍ଟବ୍ୟ —ସଂସ୍କୃତ - ଚତୁଃ ଶବ୍ଦର ଅପଭ୍ରଂଶ 'ଚଉ' ବା 'ଚୌ' ଆଦ୍ୟରେ ଥିବା ଶବ୍ଦମାନ ଯାଜପୁରରେ 'ଚୋଉ' ଯୁକ୍ତ ହୋଇ ଉଚ୍ଚାରିତ ହୁଏ ଯଥା—ଚଉକାଠ ସ୍ଥାନରେ ଚୋଉକାଠ, ଚଉପାଢ଼ି ସ୍ଥାନରେ ଚୋଉପାଢ଼ି; ପଣ୍ଡିତ ଓ ଶିକ୍ଷିତମାନଙ୍କ ମୁଖରୁ ମଧ୍ୟ ଘରୋଇ କଥାବାର୍ତ୍ତାରେ ଏହା ଶୁଣାଯାଏ]