ଚଉକତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚାରିଦିଗ; ଚାରିପାଖ — Four sides.

କେ ବାରନାରୀ ପୂରୂ ପ୍ରସରି ଚଉକତିକି ଚାହିଁ ଦୀନକୃଷ୍ଣ ରସକଲ୍ଲୋଳ

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଚାରିପାଖେ —On all sides.

ବେଢ଼ିଛନ୍ତି ଚଉକତି ଯୃଥପତି କି ଆଜ୍ଞା ଦେବେ ସମ୍ରାଟ ଭଞ୍ଜ, ବୈଦେହୀଶବିଶଆସ