ଚୂଳକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଚୁଳୁକ (ଦେଖ) - Chuḻuka (See) (M.W.).



ଚୂଳକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଚୂଳ+ସ୍ୱାର୍ଥେ. କ) ସମ୍ପାଦନା

୧. ଚୂଳ (ଦେଖ) - ୧. Chūḻa (See)
୨. ଏକ ପ୍ରକାର ପାର୍ବତ୍ୟ ସିଝୁ — ୨. A kind of mountain-cactus.

[ଦ୍ରଷ୍ଟବ୍ୟ —ଏ ଗଛ ହିମାଳୟରେ ଦକ୍ଷିଣଭାଗ ଓ ପଞ୍ଜାବର କେତେକ ଜିଲ୍ଲାରେ ଦେଖାଯାଏ ଏଥିର କ୍ଷୀରରେ ଚାଟପର୍ଚାର ଅଂଶ ଅଧିକ ଥାଏ ଏ କ୍ଷୀର ଆଖିର ଅନିଷ୍ଟକାରକ ତଟକା କ୍ଷୀର ସୁଗନ୍ଧ ବାସ କ୍ଷୀର ଦେହରେ ଲାଗିଲେ ଦେହରୁ ଛାଲ ଉଠିଯାଏ— ହିନ୍ଦୀ - ଶବ୍ଦସାଗର]