ଚୂଳକ
ଚୂଳକ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଚୁଳୁକ (ଦେଖ) - Chuḻuka (See) (M.W.).
ଚୂଳକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଚୂଳକ
|
ସଂସ୍କୃତ - ବିଶେଷ୍ୟ - (ଚୂଳ+ସ୍ୱାର୍ଥେ. କ)
ସମ୍ପାଦନା- ୧. ଚୂଳ (ଦେଖ) - ୧. Chūḻa (See)
- ୨. ଏକ ପ୍ରକାର ପାର୍ବତ୍ୟ ସିଝୁ — ୨. A kind of mountain-cactus.
[ଦ୍ରଷ୍ଟବ୍ୟ —ଏ ଗଛ ହିମାଳୟରେ ଦକ୍ଷିଣଭାଗ ଓ ପଞ୍ଜାବର କେତେକ ଜିଲ୍ଲାରେ ଦେଖାଯାଏ ଏଥିର କ୍ଷୀରରେ ଚାଟପର୍ଚାର ଅଂଶ ଅଧିକ ଥାଏ ଏ କ୍ଷୀର ଆଖିର ଅନିଷ୍ଟକାରକ ତଟକା କ୍ଷୀର ସୁଗନ୍ଧ ବାସ କ୍ଷୀର ଦେହରେ ଲାଗିଲେ ଦେହରୁ ଛାଲ ଉଠିଯାଏ— ହିନ୍ଦୀ - ଶବ୍ଦସାଗର]