ଚୂଳ
ଚୂଳ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଚୂଳ ଧାତୁ+ଉନ୍ନତ ହେବା+କର୍ତ୍ତୃ. ଅ)
ସମ୍ପାଦନା- ୧. ଶିରୋରୁହ; କେଶ; ବାଳ — ୧. Hair of the head
ନାନା ସୁଗନ୍ଧ ଦିବ୍ୟଫୁଲେ, ଲୁବୁଧେ ଭଙ୍ଗମାନେ ଚୂଳେ ଭୂପତି, ପ୍ରେମପଞ୍ଚାମୃତ
- ୨. ଚୂଟି; ଶିଖା; ମୁଣ୍ଡରେ ଛଡ଼ାଇବା ଲମ୍ୱ କେଶଗୁଚ୍ଛ — ୨. A long tuft of hair left on the head.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ମସ୍ତକର ନଳାକାର ଭୂଷଣବିଶେଷ; ଲମ୍ୱ ମୁକୁଟ —୧. A conical head-dress worn on the skull.
- ୨. ଗଣ୍ଠି ଦିଆ ହୋଇ କପାଳ ଉପରେ ସଜ୍ଜିତ ହେବା କେଶଗୁଚ୍ଛ; ଜଟ —୨. A knot of hair tied and placed in upright position over the skull or brow.
- ୩. ମୁଣ୍ଡ ଉପରେ ବନ୍ଧା ଯାଇଥିବା ଦଣ୍ଡାୟମାନ ପୁଷ୍ପସଜ୍ଜା — ୩. A nosegay put on the brow in an upright position.
(ଯଥା—ଜଗନ୍ନାଥଙ୍କ ମାଳାଚୂଳ)
- ୪. ଓଟ; ଷଣ୍ଢମାନଙ୍କୁ କାନ୍ଧ ଉପରେ ବାହାରି ଥିବା ମାଂସ ପିଣ୍ଡ; କକୁଦ —୪. Hump on the shoulders of certain animals (e.g. bull, camel).
- ୫. ଚୂଲୀ ଉପରେ ହାଣ୍ଡିକୁ ମୁଣ୍ଡଇବା ନିମନ୍ତେ ବାହାରିଥିବା ମାଟି ପିଣ୍ଡୁଳା; ଚୂଲିଝିଙ୍କା — ୫. The balls or clods of clay or earth (usually there) protruding from the rim of an oven to sustain the cooking pot.
- ୬. କେତେକ ପକ୍ଷୀଙ୍କ (ଯଥା ମୟୁର, ଚୂଳିଆ ଚଢ଼େଇ, ଅଣ୍ଡିରା କୁକୁଡ଼ାର) ମୁଣ୍ଡ ଉପରେ ବାହାରି ଥିବା ପକ୍ଷଗୁଚ୍ଛ ୬. A tuft of feathers protruding from the head of certain brids (e.g. pea- cock); cocks-comb.
- ୭. (ସଂସ୍କୃତ - ଚୂଡ଼)—ପର୍ବତ ଶିଖର — ୭. Crest of a mountain.
ଭାର୍ଗବୀ—ପୁଳିନୁଁ ହଁସରାଳ ଉଡ଼ି ଗଲେ ଖଣ୍ଡଗିରି ଚୂଳେ ରାଧାନାଥ—ପାର୍ବତୀ
- ୮. ଅଗ୍ରଭାଗ —୮. Top.
ଆଜ ରାତ୍ରେ ପୁଣି ପେଚକ ରାବିଲା ଚନ୍ଦ୍ରମାଳା ଚୂଳେ ବସି ରାଧାନାଥ—ପାର୍ବତୀ
- ୯. କଣା ବା ଘରା କରାଯାଇଥିବା କାଠର ଛିଦ୍ରରେ ପୂରାଯିବା କାଠର ଅଂଶ —୯. Tennon.
- ୧. ଚୂଳି (ଦେଖ) - ୧୦. Chūḻi (See)
- ୧୧. ଝୁଣ୍ଟିଆ ଆଦି ଅଳଙ୍କାର ଉପରେ ବସାଯାଇ ଥିବା ଗୋବ —୧୧. Konbs put on some ornaments.