ଚୁଙ୍ଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚୁଙ୍ଗା (ଦେଖ) - Chuṅgā (See)

ପ୍ରାଦେଶିକ - (କାନ୍ଥି) ବିଶେଷ୍ୟ - ସମ୍ପାଦନା

ଡିବି; ଡିବିରି — A funnel shaped kerosene lamp without chimney.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅଭଗୁଣା ମଞ୍ଜିର ଦାନିରେ ବାରୁଦ ଭର୍ତ୍ତି କରି ସେଥିରେ ଗୋଟିଏ ଖଡ଼ିକା ବାନ୍ଧି ହାବିଳି ପୁରି ମରାଯିବା ବାଣ —୧. A kind of small rocket.
୨. ନଳୀ; ସାନ ନଳ —୨. Small tube.
୩. ସାନ ଚିଲମ —୩. A small fire-bowl used for smoking guṟḍ̠ākhu, ganja etc.

ଅନୁବାଦ ସମ୍ପାଦନା

୪. (ସଂସ୍କୃତ - ଚତୁରଙ୍ଗୁଳ; ଫାରାସୀ - ଚଂଗାଲ; ଯେତିକି ବସ୍ତୁ ଚାରିଟି ଆଙ୍ଗୁଠିର ଟିପ ସାହାଯ୍ୟରେ ଉଠାଇ ନିଆ ଯାଇପାରେ; ପୂର୍ବେ ହାଟକୁ ପଣ୍ୟ ବିକ୍ରି କରିବାକୁ ଆଣୁଥିବା ପ୍ରତ୍ୟେକ ପାସାରୀମାନଙ୍କଠାରୁ ଜମିଦାର ଚୁଙ୍ଗିଏ ଲେଖାଁଏ ଦ୍ରବ୍ୟ ହାଟତୋଳା ସ୍ୱରୂପ ନେଉଥିବାରୁ)— ସହର ଭିତରକୁ ସହରର ବାହାରୁ ପଣ୍ୟଦ୍ରବ୍ୟ ବିକିବାକୁ ଆଣିବା ବ୍ୟକ୍ତିଠାରୁ ରାଜା ବା ମିଉନିସିପାଲିଟି ଯେଉଁ ଶୁଳ୍କ ନିଅନ୍ତି — ୪. A tax on commodities brought into a town for sale; octroi.