ଚୁଙ୍ଗା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଚୁଙ୍ଗୀ—କ୍ଷୁଦାର୍ଥକ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୂର୍ଣି=ନଳ)

ସମ୍ପାଦନା
୧. ନଳ; ବା ନଳୀ — ୧. A long tube.
୨. ବାଉଁଶ ନଳ —୨. A bamboo tube.
୩. ବୋତଲରେ ତୈଳାଦି ପୁରାଇବା ପାଇଁ କ୍ରମଶଃ ସରୁ ହୋଇଯାଇଥିବା ନଳୀ; କାହାଳୀ — ୩. Cone-shaped funnel for pouring liquids into a bottle.

ଦେଶଜ - ବିଶେଷଣ -

ସମ୍ପାଦନା

ଚୁଙ୍ଗ୍ଚୁଙ୍ଗିଆ (ଦେଖ) - Chuṅgchuṅgiā (See)