ଚିଣି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷଣ -

ସମ୍ପାଦନା

କ୍ଷୁଦ୍ର; ଛୋଟ — Small.

ଶ୍ରାଦ୍ଧପିଣ୍ତ ସମକରି ଚିଣ୍ତିପିଣ୍ତମାନ ବୃ. ସ୍ତୁ, (ନନ୍ଦେ)

ଗ୍ରାମ୍ୟ - ବିଶେଷ୍ୟ -

ସମ୍ପାଦନା

ଚିନି (ଦେଖ) - Chini (See)

ସାଚି ଚିଣି ଗଙ୍ଗବାଣ ପଇଡ଼ ମିଶାଇ ପ୍ରାଚୀ. ରହସ୍ୟମଞ୍ଜରୀ

ଦେଶଜ - ଅ.

ସମ୍ପାଦନା

ଚିଣି ଚିଣି (ଦେଖ) - Chiṇi chiṇi (See)