ଚିଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - ସମ୍ପାଦନା

କ୍ଷୁଦ୍ର; ଛୋଟ — Small.

ଶ୍ରାଦ୍ଧପିଣ୍ତ ସମକରି ଚିଣ୍ତିପିଣ୍ତମାନ ବୃ. ସ୍ତୁ, (ନନ୍ଦେ)

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ଚିନି (ଦେଖ) - Chini (See)

ସାଚି ଚିଣି ଗଙ୍ଗବାଣ ପଇଡ଼ ମିଶାଇ ପ୍ରାଚୀ. ରହସ୍ୟମଞ୍ଜରୀ

ଦେଶଜ - ଅ. ସମ୍ପାଦନା

ଚିଣି ଚିଣି (ଦେଖ) - Chiṇi chiṇi (See)