ଚିନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ଫା, ଶୀନ୍ନୀ=ମିଷ୍ଟାନ୍ନ) ସମ୍ପାଦନା

୧. ପରିଷ୍କୃତ ଗୁଣ୍ଡା ଆକାରର ଗୁଡ଼ — ୧. Refined powdered sugar.

ପଇଡ଼ ପାଣି ଖଜା ଖଜୁରିଖଣ୍ଡ ଚିନି—ପୀତାମ୍ୱର. ନୃସିଂହପୁରାଣ

୨. ଚିନାମାଟି —୨. Keolin.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ଛୋଟ; କ୍ଷୁଦ୍ର —Small.