ଚିକ୍କଣା

ଉଚ୍ଚାରଣ

ସମ୍ପାଦନା

(ଚିକ୍କିଣା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚିକ୍କଣ+ସ୍ତ୍ରୀ. ଆ)

ସମ୍ପାଦନା
୧. ଯେଉଁ ଗାଭୀର ଗାତ୍ରଚର୍ମ ମସୃଣ ଏବଂ ଉଜ୍ଜଳ —୧. A cow with a smooth and shining skin.
୨. ଉତ୍କୃଷ୍ଟ ଗାଭୀ —୨. An excellent cow (M.W.)
୩. ଗୁଆ —୩. Betel nut (M.W.)

ଦେଶଜ - ବିଶେଷ୍ୟ - ଓବିଶେଷଣ -

ସମ୍ପାଦନା

ଚିକଣ (ଦେଖ) - — Chikaṇa (See)