ଚିକଣ
ଚିକଣ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିକ୍କଣ; ତୁଳ. ତେ ଚିକ୍କଣୀ=ସିନ୍ଦରୀ)
ସମ୍ପାଦନା- ୧. ତେଲ —୧. oil.
ବାଳକ ଦିନରୁ ସେ କରନ୍ତି ତପସ୍ୟା, ଚିକମ ନ ଘେନନ୍ତି ସଂକ୍ରାନ୍ତି ଅମାବାବ୍ସ୍ୟା ପୀତାମ୍ୱର. ନୃସିଂହପୂରାଣ
- ୨. ତୈଳବତ୍ ସ୍ନିଗ୍ଧ ପଦାର୍ଥ —୨. Any oily substance.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ମସୃଣ ଓ ଉଜ୍ଜଳ —୧. Bright and polished; smooth.
- ୨. ଖସଡ଼ା —୨. Slippery.
- ୩. ସୁନ୍ଦର —୩. Beautiful; fine; nice.
- ୪. ତେଲ ଲଗାଇଲାପରେ ଜକଜକ —୪. Glossy.
- ୫. ସ୍ନିଗ୍ଧ ବା ତୈଳକ୍ତ —୫. Oily.
ଚିକଣ ତ ଦିଶୁଛ ମୋ ଦେହ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ବ ଗୀତ
- ୬. ଉତ୍ତମରୂପେ ବଟା ହୋଇଥିବା — ୬. Reduced to fine paste.