ଚାଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଣ୍ଡତା ବା ଚାଣ୍ଡ୍ୟ) ସମ୍ପାଦନା

ତୀବ୍ରତା — Acuteness.

ରାମଙ୍କ କାଣ୍ଡ ଚାଣ୍ଡ ରାବଣ ନ ସହି—କୃଷ୍ଣସିଂହ. ମହାଭାରତ. ବନ.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଚାଣ୍ଡେ (ଦେଖ) - Chāṇḍe (See)