ଚାଣ୍ଡ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଣ୍ଡତା ବା ଚାଣ୍ଡ୍ୟ)

ସମ୍ପାଦନା

ତୀବ୍ରତା — Acuteness.

ରାମଙ୍କ କାଣ୍ଡ ଚାଣ୍ଡ ରାବଣ ନ ସହି—କୃଷ୍ଣସିଂହ. ମହାଭାରତ. ବନ.

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା

ଚାଣ୍ଡେ (ଦେଖ) - Chāṇḍe (See)