ଚାଣ୍ଡେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଚାଣ୍ଡେକେ—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଚଣ୍ଡ) ସମ୍ପାଦନା

୧. କ୍ଷଣମାତ୍ରକେ; ଅତିଶିଘ୍ର — ୧. Quickly; very soon; instantaneously; in a moment.

ବିଘ୍ନବ୍ୟାଘାତରାଶି ଚାଣ୍ଡେ ଯାଆନ୍ତେ ଭାସି— ମଧୁସୂଦନ. ଛନ୍ଦମାଳା

୨. ପ୍ରତ୍ୟକ୍ଷଭାବରେ —୨. Directly.

x x ଚାଣ୍ଡେ ଦେଇଥିଲା ବାନାମଣିକି ଚିପୁଡ଼ି ଦେଲା ସେ ଭାବ ଏଣିକି—କବିସୂର୍ଯ୍ୟ. କବିତା