ଚାଟୋଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଚଟୁଳ=ଅସ୍ଥିର) ସମ୍ପାଦନା

୧. ରୋଗାଦି ଯୋଗୁଁ ବ୍ୟାକୁଳତା ଅନୁଭବ କରୁଥିବା — ୧. (a person) Feeling restless on account of disease.
୨. ଡହଳ ବିକଳ (ଦେଖ) - ୨. Dahaḻa bikaḻa (See)

(ଦ୍ର—ଯେଉଁ ରୋଗୀ ଚାଟୋଳ ହୁଏ, ସେ ଥୟ ହୁଏ ନାହିଁ, ଥଣ୍ଡା ସ୍ଥାନ ଓ ପବନ ଲୋଡ଼େ, ଦେହରୁ ଲୁଗାପଟା କାଢ଼ି ପକାଏ ଓ ହାତଗୋଡ଼ ବାଡ଼େଇ ହୁଏ)