ଡହଳ ବିକଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାହାକୁଳ; ସଂସ୍କୃତ - ଦଗ୍ଧ+ଆକୁଳ) ସମ୍ପାଦନା

୧. ପୀଡ଼ରେ ଅସ୍ଥିର; ପୀଡ଼ାରେ ଅଧୀର — ୧. Restless through pain.
୨. ଶୋକାକୁଳ —୨. Afflicted with grief; overcome with sorrow.

ବିଶେଷ୍ୟ - ସମ୍ପାଦନା

ପୀଡ଼ାଜନିତ ଆତୁରତା ବା ଅଧୀରତା — Affliction; restlessness due to pain.