ଚରକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚରକା (ଦେଖ) - ୧. Charakā (See)
୨. ନଟେଇ —୨. Distaff.
୩. ଚକ୍ର ପରି ଘୁରିବା ଅଙ୍ଗବିଶିଷ୍ଟ କୌଣସି ଯନ୍ତ୍ର — ୩. Any machine or contrivance which has a revolving wheel attacted to it.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଶିକ୍ଷିତ ପାରା ଉଡ଼ିଲାବେଳେ କରିବା ଚକ୍ରାକାର ଗତି —A whirling motion made by trained pigeons while flying.