ଚରକି
ଚରକି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଚରକା (ଦେଖ) - ୧. Charakā (See)
- ୨. ନଟେଇ —୨. Distaff.
- ୩. ଚକ୍ର ପରି ଘୁରିବା ଅଙ୍ଗବିଶିଷ୍ଟ କୌଣସି ଯନ୍ତ୍ର — ୩. Any machine or contrivance which has a revolving wheel attacted to it.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
ସମ୍ପାଦନାଶିକ୍ଷିତ ପାରା ଉଡ଼ିଲାବେଳେ କରିବା ଚକ୍ରାକାର ଗତି —A whirling motion made by trained pigeons while flying.