ଚରକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର; ଫାରାସୀ - ଚର୍ଖ) ସମ୍ପାଦନା

୧. ସୂତା କାଟିବାର ଚକ୍ରଯୁକ୍ତ ଯନ୍ତ୍ର; ଅରଟ — ୧. Spining wheel.
୨. ଚକ୍ରକାର ଅଗ୍ନିକାର ଅଗ୍ନିକ୍ରୀଡ଼ା ଦ୍ରବ୍ୟ; ଚକ୍ରୀବାଣ; ଚଡ଼କ୍ୱାଜି —୨. A revolving or wherling firework.
୩. ଚଡ଼କ ଯନ୍ତ୍ର; ପଣାସଂକ୍ରାନ୍ତିରେ ପାଟୁଆମାନେ ଯେଉଁ ଯନ୍ତ୍ରରେ ଓହଳି ଘୁରନ୍ତି — ୩. The contrivance on which religious dancers perform the swinging of the body as a vow on the Paṇāsaṁkrānti day.
୪. ତାକୁଡ଼ି —୪. Distaff.
୫. ନଟେଇ —୫. Reel.
୬. ଡଙ୍ଗା ବା ବୋଟ ବା ଜାହାଜର ଦଉଡ଼ି ଗୁଡ଼ାଇବାର ଖୁଣ୍ଟି —୬. A capstan.
୭. କୁଅରୁ ପାଣି ଉଠାଇବା ଯନ୍ତ୍ର ଓ କପିକଳ ଆଦିରେ ଲାଗିବା ଶଗଡ଼ି —୭. Pulley.

ବୈଦେଶିକ - ବିଶେଷ୍ୟ - (ତୁଳ. ଫାରାସୀ - ଚିରଖ୍) ସମ୍ପାଦନା

୧. ବତୀ — ୧. Lamp wick.
୨. ପ୍ରଦୀପ —୨. Lamp; light.