ଚମର
ଚମର
ଉଚ୍ଚାରଣ
ସମ୍ପାଦନା(ଚମରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚମ୍+ଧାତୁ=ଗତି କରିବା+କର୍ତ୍ତୃ. ଅର)
ସମ୍ପାଦନା- ୧. ଚାମର (ଦେଖ) - ୧. Chāmara (See)
କଜ୍ଜଳ ଚମର, ପ୍ରତ୍ୟକ୍ଷ ପରକଟ ଚରମର ଭଞ୍ଜ. ପ୍ରେମସୁଧାନିଧି
- ୨. ଚମରମୃଗ; ମୃଗବିଶେଷ —୨. A kind of deer.
- ୩. ଅଣ୍ଡିରା ଚମରୀ ଗୋ —୩. The yak.
- ୪. ଦୈତ୍ୟବିଶେଷ —୪. Name of a demon.