ଚଟଚାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ.ବିଶେଷଣ - ଓ କ୍ରି. ବିଶେଷଣ - ସମ୍ପାଦନା

ଚଟଚଟ (ଦେଖ) - Chaṭachaṭa (See)

ମରାମରି ହୁଅନ୍ତେ ଦୁହେଁ ବାତାପଟ, ତହୁଁ ଜାତ ହେଲା ଶବଦ ଚଟଚାଟ କୃଷ୍ଣସିଂହ, ମହାଭାରତ, ବନ