ଚଟଚଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ସୁଦାହ୍ୟ ପଦାର୍ଥରେ ଚଞ୍ଚଳ ଚଞ୍ଚଳ ଅଗ୍ନି ଲାଗିବାର ଶବ୍ଦ —୧. Sound of fire setting into easily combustible materials.
୨. ବାହୁକୁ ଭୂମିରେ ଆଘାତ କରିବା ଓ ଚପେଟାଘାତରୁ ଜାତ ଶବ୍ଦ —୨. Sound of slapping and of striking the arms on the ground.

ମାରନ୍ତେ ଉଚ୍ଚେ ଟେକିଭୂମିରେ ବାହାପଟ, ତହିଁରୁ ଶୁଭେ ମହା ଧ୍ୱନି ଚଟ ଚଟ କୃଷ୍ଣସିଂହ, ମହାଭାରତ, ସଭା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଅଠାଳିଆ; ଅଠାପରି ଲାଗିବା — Gummy; sticky.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

ଅବିଳମ୍ୱେ; ଅତି ଚଞ୍ଚଳ — Without dealy; instantly.