ଚକ୍ରବାଡ଼
ଚକ୍ରବାଳ (ଦେଖ) - Chakrabāḻa (See)
ଚନ୍ଦ୍ରମଣ୍ତଳ; ସୂର୍ଯ୍ୟମଣ୍ତଳ — The halo of the sun or moon.
ସ୍ତନ ଉନ୍ନତ ଚକ୍ରବାଡ ସୀମାକୁ ନେତ୍ର କମଳ ନ ବଳିଲା ଅଭିମନ୍ୟୁ. ବିଦଦ୍ଧଚିନ୍ତାମଣି