ଚକ୍ରବାଳ
ଚକ୍ରବାଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ) ସମ୍ପାଦନା
- ୧. ଦିଗବଳୟ; ଦିଙ୍ମଣ୍ତଳ —୧. Horizon.
[ଦ୍ରଷ୍ଟବ୍ୟ —କୌଣସି ସ୍ଥାନରେ ଠିଆ ହୋଇ ଚାରିଆଡ଼କୁ ଚାହିଁଲେ ଯେଉଁଠାରେ ପୃଥିବୀ ଓ ଆକାଶ ମିଶିଲା ପରି ଦେଖାଯାଏ ସେହି ଚକ୍ରାକାର ରେଖା ]
- ୨. ଚକ୍ରବାକ ପକ୍ଷୀ —୨. Ruddy goose.
- ୩. ଲୋକାଲୋକ ପର୍ବତ; ପୃଥିବୀ ଘେରିଥିବା ପୌରାଣିକ ପର୍ବତ —୩. The imaginary mountain on the horizon encircling the globe; the fabulous range of mountains encircling the earth.
- ୪. ପୁଞ୍ଜ; ଦଳ; ରାଶି; ସମୂହ — ୪. Mass; multitude; group.
ଦେଶଜ - ବିଶେଷଣ - ସମ୍ପାଦନା
ମଣ୍ତଳାକାର —Circular.
କରେ କର ଦେଇ ଚକ୍ରବାଳ ହୋଇ କମଳୁଁ କମଳ ତୋଳନ୍ତି ଦୀନକୃଷ୍ଣ. ରସକଲ୍ଲୋଳ