ଚଉରସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁରସ୍ର=ଚତୁଷ୍କୋଣ) ସମ୍ପାଦନା

୧. ବର୍ଗ (କ୍ଷେତ୍ର); ଯାହାର ଚାରିବାହୁ ସମାନ — ୧. Square.
୨. ଚାରିଆଡ଼ରେ ସମପରିମିତ — ୨. Even; equally or evenly distributed.
୩. ଭଲ; ସମ୍ପୁର୍ଣ୍ଣ; ଷୋଳପଣୀ — ୩. Full; abundant.

(ଯଥା—ଏ ବର୍ଷ ଚାରିଆଡ଼େ ଚଉରସ୍ ଫସଲ ହୋଇଅଛି; ଚଉରସ ଭୋଜନ)

(ଚଉରସିଆ—ଅନ୍ୟରୂପ)

୪. ସମତଳ; ସମତୁଲ — ୪. Level; flat; even; smooth.
୫. ଶକ୍ତ;ମଜଭୁତ୍ —୫. Strong; firm.
୬. (ଥଟାରୀଙ୍କ ବ୍ୟବହୃତ ଶଦ୍ଦ) କଂସା ଆଦି ବାସନକୁ ରାମ୍ପି ପାଲିସ କରିବାପାଇଁ ବ୍ୟବହୃତ ହତିଆର — ୬. A scraper used by braziers to scrape and polish utensils.
୭. ଖିବ୍ —୭. Excessive.

(ଯଥା—ଚଉରସ ମାଡ଼, ଚଉରସ ସୋଧନ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଚରସ୍ (ଦେଖ) - Charas (See)