ଘଟସୂତର
ଘଟସୂତ୍ର (ଦେଖ) - Ghatasūtra (See)
ପ୍ରବୀଣଗଣ ଚିନ୍ତ ଚିତ୍ତର ପଦ୍ମସୂତର ଘଟସୂତର ଆନ କରଣେ କିଏ ପାତର ଆନନ୍ଦଚନ୍ଦ୍ର—ଭକ୍ତ ପ୍ରହଲ୍ଲାଦ