ଘଟସୂତ୍ର

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ+ସୂତ୍ର)

ସମ୍ପାଦନା
୧. ଘଟନାଚକ୍ର; ଘଟନାକ୍ରମ — ୧. Course of events.
୨. ଘଟନା ଘଟିବା — ୨. Happening of events.

ପ୍ରଜାପତି ଘଟସୁତ୍ର, ଜଣେ ଦଲାଲ୍ ଠିକଣା ଲଗାଇ ଦେଲା ଫକୀରମୋହନ—ଗଳ୍ପସ୍ୱଳ୍ପ

୩. ଚେଷ୍ଟା —୩. Endeavour; effort.