ଗୟଳ
ଗୟଳ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବୟ)
ସମ୍ପାଦନା- ୧. ଗବୟ ୧ (ଦେଖ) - ୧. Gabaya ୧ (See)
ଗୟଳ ଷଲ୍ଲକ କୁଞ୍ଜର, ତରକ୍ଷୁ ହରିଣ ଶୂକର ଜଗନ୍ନାଥ. ଭାଗବତ
- ୨. ଲମ୍ୱା ଓ ଶାଳ ପିଆଶାଳ, ଅସନ ଆଦି କାଠ — ୨. Thick long shoots of Sal or other trees used as posts; sapling of timber-trees.