ଗବୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗବୟୀ—ସ୍ତ୍ରୀ)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଂ. (ଗୋ=ଗୋରୁ+ଅୟ ଧାତୁ=ଗମନ କରିବା+ କର୍ତ୍ତୃ. ଅ) ସମ୍ପାଦନା

୧. ଅରଣା ମଇଁଷି; ଗୟଳ — ୧. Bison; the Gayal; a wild animal like the ox; Bos Frontalis.

[ଦ୍ରଷ୍ଟବ୍ୟ —ଏମାନେ ବନ୍ୟଜନ୍ତୁ ଓ ଗଳକମ୍ୱଳଶୂନ୍ୟ ଗୋରୁ ପରି ଦେଖା ଯାଆନ୍ତି ଏମାନଙ୍କ ଶିଙ୍ଘ ଗୋରୁଶିଙ୍ଘ ଅପେକ୍ଷା ମୋଟା] ଦେଖା ଯାଆନ୍ତି ଏମାନଙ୍କୁ ଶିଘଂ ଗୋରୁଶିଘଂ ଅପେକ୍ଷା ମୋଟା

ଓ ସୂଶ୍ରୀ ଏମାନେ ପଲପଲ ହୋଇ ଅରଣ୍ୟରେ ରହନ୍ତି ଏମାନେ ତୃଣାଶୀ; ଏମାନେ ପୋଷ ମାନନ୍ତି ନାହିଁ; ମଇଁଷିମାନଙ୍କର ଶିଙ୍ଗ ଚେପଟା କିନ୍ତୁ ଗବୟମାନଙ୍କ ଶିଙ୍ଘ ଗୋଲ] 

୨. ରାମାୟଣବର୍ଣ୍ଣିତ ମର୍କଟ ଯୁଥପତିବିଶେଷ — ୨. Name of a monkey-general.

ବିକ୍ରମ ସେପରି ଆସେ ଗବୟ ଆସନ୍ତେ ଭଞ୍ଜ. ବୈଦେହୀଶବିଳାସ