ଗୋବିନ୍ଦ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ଗୋ+ ବିଦ୍ ଧାତୁ+ କର୍ତ୍ତୃ. ଅ)

ସମ୍ପାଦନା
୧. ବିଷ୍ଣୁ — ୧. Bishṇu.
୨. ଶ୍ରୀକୃଷ୍ଣ —୨. Srīkṛushṇa.
୩. ଗୋପାଳ —୩. Cowherd.
୪. ବୃହସ୍ପତି (ଦେଖ) - ୪. Bṛuhaspati (See)


୫. ଗୋପନ୍ଦ; ଶ୍ରେଷ୍ଠ ଗୋପାଳ — ୫. A chief herdsman (M.W.)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଦ୍ୱାଦଶ ଗୋପାଳଙ୍କ ମଧ୍ୟରୁ ଜଣେ —୧. One of the twelve cowherd-disciples of Achyutānanda.
୨. ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.