ବୃହସ୍ପତି
ବୃହସ୍ପତି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ବୃହତ୍+ପତି; ନିପାତନସିଦ୍ଧ) ସମ୍ପାଦନା
- ୧. ଦେବଗୁରୁ; ସୁରାଚାର୍ଯ୍ୟ —୧. The spritual preceptor of the gods.
- ୨. ନବଗ୍ରହ ମଧ୍ୟରୁ ପଞ୍ଚମଗ୍ରହ — ୨. The planet Jupitor.
- ୩. ଧର୍ମଶାସ୍ତ୍ର ପ୍ରଣେତା ଋଷି— ବିଶେଷ —୩. Name of a sage, the author of a code of Hindu law.
- ୪. ଧର୍ମଶାସ୍ତ୍ର ପ୍ରଣେତା ଚାର୍ବାକ ମୁନି —୪. Sage Chārbāka.
୫ : ବୃହସ୍ପତିଙ୍କ ପରି ମହାପଣ୍ଡିତ ବ୍ୟକ୍ତି —୫. A very learned man (compared with Bṛuhaspati).