ଗୋଦ
ଗୋଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୋ=ଜଳ+ଦା ଧାତୁ=ଦେବା+କତ୍ତୃ.ଅ)
ସମ୍ପାଦନା- ୧. ମସ୍ତିସ୍କ; ମଗଜ —୧. Brain.
- ୨. ମସ୍ଥିସ୍କ ମଧ୍ୟସ୍ଥ ସ୍ନେହ ପଦାର୍ଥ — ୨. The oily substance inside the brain.
- ୩. ଗୋଦାବରୀ ନିକଟସ୍ଥ ଦେଶବିଶେଷ — ୩. Name of a a province near the Godābarī river in S. India.
(ଗୋଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଗୋ=ଗୋରୁ+ଦା ଧାତୁ+କତ୍ତୃ. ଅ)
ସମ୍ପାଦନାଯେ ବ୍ରାହ୍ମଣକୁ ଗୋଦାନ କରେ — One who gives cows to Brāhmaṇas.
ଅନୁବାଦ
ସମ୍ପାଦନାଗୋଦ
|
ଦେଶଜ - ବିଶେଷ୍ୟ - ଓବିଶେଷଣ -
ସମ୍ପାଦନାଗୋଦର (ଦେଖ) - Godara (See)