ଗୋଦର
ଗୋଦର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା(ସଂସ୍କୃତ - ଗ୍ରନ୍ଥିଳ) ଶ୍ଳିପଦ;ପାଦର ମାଂସ ବୃଦ୍ଧି ରୋଗ — Elephantiasis of the leg; Arabum; Pachydermia; Hypersarkosis.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଶ୍ଳିପଦ ଯୋଗୁଁ ସ୍ପୀତ (ପାଦ) — ୧. Swollen (leg).
- ୨. ଶ୍ଳିପଦ ରୋଗଯୁକ୍ତ (ବ୍ୟକ୍ତି) —୨. (person) With swollen legs due to elephantiasis.