ଗୋଦର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ସଂସ୍କୃତ - ଗ୍ରନ୍ଥିଳ) ଶ୍ଳିପଦ;ପାଦର ମାଂସ ବୃଦ୍ଧି ରୋଗ — Elephantiasis of the leg; Arabum; Pachydermia; Hypersarkosis.

ଦେଶଜ - ବିଶେଷଣ - ସମ୍ପାଦନା

୧. ଶ୍ଳିପଦ ଯୋଗୁଁ ସ୍ପୀତ (ପାଦ) — ୧. Swollen (leg).
୨. ଶ୍ଳିପଦ ରୋଗଯୁକ୍ତ (ବ୍ୟକ୍ତି) —୨. (person) With swollen legs due to elephantiasis.