ଗୁଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) ସମ୍ପାଦନା

୧. ବଟିକା —୧. Pill.
୨. ଗୁଳା; ଗୁଳି —୨. Ball; globule.
୩. ମୁକ୍ତା —୩. Pearl.
୪. ରେସମ ବା ତସର ପୋକର ଗୋଲାକାର ଖୋଳ — ୪. Cocoon.
୫. ଗୋଲ ବାଲିଗରଡ଼ା — ୫. Round pebble.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଗୋବସନ୍ତ ରୋଗ — Rinderpest; cattle small-pox.

ସର୍ବ ସମ୍ପାଦନା

ଗୋଟି (ଦେଖ) - Goṭi (See)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - ସମ୍ପାଦନା

ନଡ଼ିଆ ଗୋଟମା — Very small cocoanut fruiṭ