ଗୁଟି
ଗୁଟି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ)
ସମ୍ପାଦନା- ୧. ବଟିକା —୧. Pill.
- ୨. ଗୁଳା; ଗୁଳି —୨. Ball; globule.
- ୩. ମୁକ୍ତା —୩. Pearl.
- ୪. ରେସମ ବା ତସର ପୋକର ଗୋଲାକାର ଖୋଳ — ୪. Cocoon.
- ୫. ଗୋଲ ବାଲିଗରଡ଼ା — ୫. Round pebble.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାଗୋବସନ୍ତ ରୋଗ — Rinderpest; cattle small-pox.
ସର୍ବ
ସମ୍ପାଦନାଗୋଟି (ଦେଖ) - Goṭi (See)
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
ସମ୍ପାଦନାନଡ଼ିଆ ଗୋଟମା — Very small cocoanut fruiṭ