ଗୋଟି
ଗୋଟି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ଆଦରାର୍ଥକ) ସମ୍ପାଦନା
- ୧. ଏକସଂଖ୍ୟକ; ଏକମାତ୍ର — ୧. One only.
ଗୋଟି ହୋଇ ଗୋଟିଏ ନ ରହିଁ ଆସିଲେ— କୃଷ୍ଣସିଂହ. ମହାଭାରତ. ସଭା
- ୨. (ଏତୋ) ଟି; ସଂଖ୍ୟକ (ଯଥା—ତିନିଗୋଟି) — ୨. Numbering; in number.
[ ଦ୍ର—ଏଥିର ଅନାଦରାର୍ଥକ ଆକାର'ଗୋଟା']
- ୩. (ସଂସ୍କୃତ - ଗୋଷ୍ଠି)—ଏକତ୍ରୀଭୂତ — ୩. Gathered; collected into oue.
ଯେତେ ଦ୍ରମ ହୋଇଛନ୍ତି ସେ ସଭାରେ ଗୋଟି—କୃଷ୍ଣସିଂହ ମହାଭାରତ. ସଭା
- ୪. ଏକମେଳ —୪. United.
ଦେଖୁଅଛି ମହୁମାଛି ହୋଇ ଗୋଟି ମଧୁକଟା ଲୋକର ନିଅନ୍ତି ପ୍ରାଣ—କୃଷ୍ଣସିଂହ ମହାଭାରତ. ବନ
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଗୋଟିଘରା (ଦେଖ) - ୧. Goṭigharā (See)
- ୨. ପାଟ ବା ତସର ପୋକଙ୍କ ଡିମ୍ୱାକାର ବସା — ୨. Silk cocoons.