ଗମାଗମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଗମ=ଆଗମ) ସମ୍ପାଦନା

୧. ଚରାଚର; ସଂସାର; ସ୍ଥାବର ଜଙ୍ଗମ ବସ୍ତୁଚୟ —୧. The universe consisting of things movable and immovable.
୨. ଗମନାଗମନ; ଯାତାୟାତ — ୨. Intercoures; going and coming.

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

ଗମଗମ (ଦେଖ) - — Gamagama (See)