ଗମଗମ
ଗମଗମ
ଉଚ୍ଚାରଣ
ସମ୍ପାଦନାଦେଶଜ - ଅ. (ସଂସ୍କୃତ - ଗ୍ରୀଷ୍ମ; କିମ୍ୱା ସଂସ୍କୃତ - ଗମ ଧାତୁ=ଗତି କରିବା
ସମ୍ପାଦନା- ୧. ଗ୍ରୀଷ୍ମାନୁଭୂତି ଯୋଗୁଁ ବିଶେଷ ପରିମାଣରେ (ଦେହରୁ ଝାଳ ବୋହିବା) — (sweating) Profusely.
(ଯଥା—ତା ଦେହରୁ ଝାଳ ଗମଗମ ବହୁଛି)
- ୨. (ଧ୍ୱନ୍ୟନୁକରଣ) ଗାଡ଼ିଆଦି ଚଳିବାର ଗମ୍ଭୀର ଶବ୍ଦ — ୨. Deep reverberating rattling sound.
=== ବିଶେଷ୍ୟ -
- ୧. ଗ୍ରୀଷ୍ମ ସମୟ —୧. Mid-summer.
- ୨. ଅଧିକ ପରିମାଣରେ ଝାଳ ବହିବା କ୍ରିୟା — Profuse Perspiration.
ସ୍ୱେଦର ଗମଗମ ବଦନ ତମତମ ଦିଶଇ ରୀତି ଆନ ଆନ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି