ଗଣ୍ଡିରା
ଗଣ୍ଡିରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ଗଣ୍ଠିଲା (ଦେଖ) - — Gaṇṭhilā (See)
କଂସାଦି ପାତ୍ର ମଞ୍ଜୁଷପେଡ଼ା ପେଡ଼ୀ ଗଣ୍ଡିରାମାନ କରି ଠୁଳ— ଭଞ୍ଜ. ଲାବଣ୍ୟବତୀ
ପ୍ରାଦେଶିକ - (ଗଡ଼ଜାତ) ସମ୍ପାଦନା
ମୟୂରଭଞ୍ଜ, ସିଂହଭୂମ ଓ ରାଞ୍ଚି ଅଞ୍ଚଳବାସୀ ଅନାର୍ଯ୍ୟ ଖଡ଼ିଆ ଜାତିଙ୍କ ବ୍ୟବହୃତ ଶସ୍ତ୍ରବିଶେଷ (ଏଥିରେ ଏମାନେ ଭୂମିରୁ ବଣଆଳୁ ଖୋଳନ୍ତି) — A digging instrument used by the Khaṟḍ̠iā tribe of Non-Aryans living in Mayurbhaj and Singhbhum.