ଗଣ୍ଠିଲା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥୀ) ଏହା ବନ୍ଧା ହୋଇ ଗଣ୍ଠି ପଡ଼ବାରୁ)

ସମ୍ପାଦନା
୧. ଲୁଗାରେ ଗୁଡ଼ାହୋଇଥିବା ବୋକଚା; ଗଣ୍ଡିରା; ବୋଝ —୧. Package; luggage; bundle.
୨. ଗୁଡ଼ିଏ ଲୁଗା ଏକତ୍ର ବନ୍ଧା ହୋଇଥିବା ବୋଝ — ୨. A bale of clothes.
୩. ଧୋବା ବା ଳୁଗା ବେପାରିମାନେ ଳୁଗାର ଯେଉଁ ବଡ଼ ଗଣ୍ଡିରା ବହନ୍ତି —୩. Pedlar's or washermans pack of clothes.