ଗଜାଇବା
ଗଜାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଜାଇବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଗଜୁରିବା (ଦେଖ) - — ୧. Gajuribā (See)
- ୨. କୌଣସି ଶସ୍ୟ ବା ବୀଜକୁ କିଛି କାଳ ପାମିରେ ବତୁରାଇ ତହିଁରୁ ଗଜା ବାହାରିବାର ଉପାୟ କରିବା — ୨. To cause seeds to sprout by keeping them immersed in water for some time.