ଗଜାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଗଜୁରିବା (ଦେଖ) - — ୧. Gajuribā (See)
୨. କୌଣସି ଶସ୍ୟ ବା ବୀଜକୁ କିଛି କାଳ ପାମିରେ ବତୁରାଇ ତହିଁରୁ ଗଜା ବାହାରିବାର ଉପାୟ କରିବା — ୨. To cause seeds to sprout by keeping them immersed in water for some time.