ଗଜୁରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ତୁଳ ସଂସ୍କୃତ - ଅଗ୍ରଜ) ସମ୍ପାଦନା

୧. ଅଙ୍କୂରିତ ହେବା; ଗଜରିବା — ୧. To sprout forth; to germinate.

ପ୍ରେମ ମଞ୍ଜରା କି ଗଜୁରି ଆସୁଛି ଚକୋରମିଥୁନ ହିତରେ ନୀଳମଣି. ଚିତାତରଙ୍ଗିଣୀ

୨. (କେଶ ଆଦି) ନୂଆ ଉଠିବା — ୨. To come out fresh (said of the hair).