ଗଜୁରିବା
ଗଜୁରିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଜୁରିବା
|
ଦେଶଜ - କ୍ରି. (ତୁଳ ସଂସ୍କୃତ - ଅଗ୍ରଜ)
ସମ୍ପାଦନା- ୧. ଅଙ୍କୂରିତ ହେବା; ଗଜରିବା — ୧. To sprout forth; to germinate.
ପ୍ରେମ ମଞ୍ଜରା କି ଗଜୁରି ଆସୁଛି ଚକୋରମିଥୁନ ହିତରେ ନୀଳମଣି. ଚିତାତରଙ୍ଗିଣୀ
- ୨. (କେଶ ଆଦି) ନୂଆ ଉଠିବା — ୨. To come out fresh (said of the hair).