ଗ
ଗ
ଉଚ୍ଚାରଣ
ସମ୍ପାଦନାତୃତୀୟ ବ୍ୟଞ୍ଜନ ବର୍ଣ୍ଣ — The third consonant of Sanskrit and Oriya; corresponding to the hard (guttral) sound of the English letter 'G'
[ଦ୍ରଷ୍ଟବ୍ୟ —ଏଥର ଉଚ୍ଚାରଣ ସ୍ଥାନ କଣ୍ଠ; ଏହା କ ବର୍ଗର ତୃତୀୟ ବର୍ଣ୍ଣ]
ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗାନ କରିବା; ଶବ୍ଦ କରିବା+କର୍ତ୍ତୃ. ଅ)
ସମ୍ପାଦନା- ୧. ଗଣେଶ —୧. Gaṇeṡa, the younger son of Mahādeba.
- ୨. ଗନ୍ଧର୍ବ —୨. A class of Heavenly Beings expert in singing and music.
- ୩. ଗଗନ —୩. Sky.
- ୪. (+ଭାବ. ଅ) ଗାନ —୪. Singing.
- ୫. (+କର୍ମ. ଅ) ସଙ୍ଗୀତ; ଗୀତ —୫. Song.
- ୬. (ଗମ୍ ଧାତୁ+କର୍ମ. ଅ) ସୁମେରୁ — ୬. The Sumereu Mountain.
- ୭. ସ୍ୱର୍ଗ —୭. Heaven.
- ୮. ଗୁରୁ —୮. Preceptor; teacher.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. (ଗୈ ଧାତୁ+କର୍ତ୍ତୃ. ଅ)—ଗାୟକ; ଗାନାକାରୀ —୧. Singing.
- ୨. (ଗମ ଧାତୁ+କର୍ତ୍ତ. ଅ) (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏହି ଆକାର ଧାରଣ କରେ, ଯଥା—ଊର୍ଧ୍ୱଗ, ଶୀଘ୍ରଗ)—ଗତିକାରୀ; ଗମନକାରୀ — ୨. (asuffix) Going; moving.
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନାଗଅ (ଦେଖ) - Gaa (See)