ଗଅ
ଗଅ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଅ
|
ଗ୍ରାମ୍ୟ - ବିଶେଷ୍ୟ - (ଶିଶୁବଚନ) (କଥା କହିବାକୁ ଆରମ୍ଭ କରୁଥିବା ଶିଶୁମାନେ 'ଗୃହ' ବୋଲି ଉଚ୍ଚାରଣ କରି ନ ପାରି 'ଗ' ବା 'ଗଅ' ବୋଲି କହନ୍ତି)
ସମ୍ପାଦନା- ୧. ଗୁହ; ମଳ — ୧. Night-soil.
- ୨. (ଲକ୍ଷଣାର୍ଥ) ଶିଶୁର ଅସ୍ପୃଶ୍ୟ ପଦାର୍ଥ —୨. (figurative) A thing which should not be thought by an infant.
[ଦ୍ରଷ୍ଟବ୍ୟ —ଶିଶୁମାନଙ୍କ ପକ୍ଷରେ ଯେଉଁ ବସ୍ତୁ ଛୁଇଁ ବା ଉଚିତ ନୁହେ ବୋଲି ମାତାଆଦି ମନେ କରନ୍ତି, ଶିଶୁ ସେ ବସ୍ତୁକୁ ଧରିବାକୁ ଗଲେ ମାତାମାନେ କହିଥାଆନ୍ତି; ଏହାକୁ ଧରନାଁ ! ଛଃ! ଗଅ]
- ୩. ମଇଳା ପଦାର୍ଥ — ୩. A drity thing; a filthy article.