ଗଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ଶିଶୁବଚନ) (କଥା କହିବାକୁ ଆରମ୍ଭ କରୁଥିବା ଶିଶୁମାନେ 'ଗୃହ' ବୋଲି ଉଚ୍ଚାରଣ କରି ନ ପାରି 'ଗ' ବା 'ଗଅ' ବୋଲି କହନ୍ତି) ସମ୍ପାଦନା

୧. ଗୁହ; ମଳ — ୧. Night-soil.
୨. (ଲକ୍ଷଣାର୍ଥ) ଶିଶୁର ଅସ୍ପୃଶ୍ୟ ପଦାର୍ଥ —୨. (figurative) A thing which should not be thought by an infant.

[ଦ୍ରଷ୍ଟବ୍ୟ —ଶିଶୁମାନଙ୍କ ପକ୍ଷରେ ଯେଉଁ ବସ୍ତୁ ଛୁଇଁ ବା ଉଚିତ ନୁହେ ବୋଲି ମାତାଆଦି ମନେ କରନ୍ତି, ଶିଶୁ ସେ ବସ୍ତୁକୁ ଧରିବାକୁ ଗଲେ ମାତାମାନେ କହିଥାଆନ୍ତି; ଏହାକୁ ଧରନାଁ ! ଛଃ! ଗଅ]

୩. ମଇଳା ପଦାର୍ଥ — ୩. A drity thing; a filthy article.