ଉଇକିଅଭିଧାନ:ବଛା ଶବ୍ଦ/୨୦୨୪
« ୨୦୨୩ | ୨୦୨୪ | ୨୦୨୫ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
ସମ୍ପାଦନାଫେବୃଆରୀ
ସମ୍ପାଦନାମାର୍ଚ୍ଚ
ସମ୍ପାଦନାଘଷରା
(file) |
ଉଚ୍ଚାରଣ: Ghasharā
ଶବ୍ଦ ବିନ୍ୟାସ: ସଂସ୍କୃତ - ଘୃଷ୍ ଧାତୁ
ଦେଶଜ - ବିଶେଷଣ —
- ଘର୍ଷଣଦ୍ୱାରା କ୍ଷୟପ୍ରପ୍ତ
- ଯେଉଁ ମୁଦ୍ରାରୁ ଅକ୍ଷର ଓ ଛାପାଆଦି ଘଷି ହୋଇ ଲିଭ ଯାଇ ଥାଏ
ଅପ୍ରେଲ
ସମ୍ପାଦନାବିନିଦ୍ର
(file) |
ଉଚ୍ଚାରଣ: Binidra
ସ୍ତ୍ରୀ: ବିନିଦ୍ରା
ଶବ୍ଦ ବିନ୍ୟାସ: ବହୁବ୍ରୀହି; ବି=ବିଗତା+ନିଦ୍ରା
ସଂସ୍କୃତ - ବିଶେଷଣ —
- ନିଦ୍ରା-ରହିତ
ମଇ
ସମ୍ପାଦନାଜୁନ
ସମ୍ପାଦନାଜୁଲାଇ
ସମ୍ପାଦନାବାଜି
(file) |
ଉଚ୍ଚାରଣ: Bāji
ଶବ୍ଦ ବିନ୍ୟାସ: ଫାରାସୀ - ବାଜୀ; ତୁଳ. ସଂସ୍କୃତ - ବାଜ
ବୈଦେଶିକ - ବିଶେଷ୍ୟ —
- କୁହୁକ; ଇନ୍ଦ୍ରଜାଲ
- ଗଞ୍ଜପା ଖେଳରେ ସୂର୍ଯ୍ୟ ରଙ୍ଗର ରଜା