ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଜୁଲାଇ
ବିଜ୍ଞାନ
ଉଚ୍ଚାରଣ: Bijn̄āna
ଶବ୍ଦ ବିନ୍ୟାସ: ବି=ବିଶେଷ+ଜ୍ଞା ଧାତୁ+ଭାବ. ଅନ
ସଂସ୍କୃତ - ବିଶେଷ୍ୟ —
- ବିଶିଷ୍ଟ ଜ୍ଞାନ; କୌଣସି ବିଷୟ ସମ୍ୱନ୍ଧେ ଜ୍ଞାତବ୍ୟ ତତ୍ତ୍ୱ
- (ହିନ୍ଦୁ ମତେ) ଜ୍ୟୋତିଷ ବିଦ୍ୟା ବ୍ୟାକରଣାଦି ସପ୍ତ ବିଜ୍ଞାନ
ଦେଶଜ - ବିଶେଷଣ —
- ଜ୍ଞାନଶୂନ୍ୟ
[ଉଦାହରଣ —ବାମ ବଚନ ଶୁଣି, ବିଜ୍ଞାନ ସେ ଜ୍ଞାନେ କହେ ବାଣୀ -ଭଞ୍ଜ. ବୈଦେହୀଶବିଳାସ]